ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀ ସମସ୍ତଙ୍କ ସାମ୍ନାରେ ଖୋଲାରେ ପରିସ୍ରା କରିଥିବା ନେଇ ଏକ ଲଜ୍ଜ୍ୟନୀୟ ଖବର ସାମ୍ନାକୁ ଆସିଛି। ଅନ୍ୟଯାତ୍ରୀମାନେ ଏହି ଦୃଶ୍ୟ ଦେଖିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଅଭିଯୋଗ କରି ଜଣାଇଥିଲେ। ଏହାପରେ ପୁଲିସ ଉକ୍ତ ଯାତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୪ ଓ ୫୧୦ରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା। ଏହି ଘଟଣା … Continue reading ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା